""
ରାଜନୀତି Videos ୨୪ ବର୍ଷ ପରେ ଅଣଗାନ୍ଧି କଂଗ୍ରେସ ମୁଖିଆ ! ମଲ୍ଲିକାର୍ଜୁନ ଖଡଗେ ପରବର୍ତ୍ତୀ ସଭାପତି ମଲିକାର୍ଜୁନ ଖଡ଼ଗେ କଂଗ୍ରେସର ସଭାପତି । ୯୩୮୫ ଭୋଟ୍ରୁ ଖଡ଼ଗେଙ୍କୁ ୭୮୯୭ ଭୋଟ୍ ମିଳିଥିବା ସୂଚନା । ୨୪ ବର୍ଷ ପରେ କଂଗ୍ରେସରେ ଅଣଗାନ୍ଧି ସଭାପତି । ଶଶି ଥରୁରଙ୍କୁ ମାତ୍ର ୧୦୭୨ ଭୋଟ୍ ମିଳିଥିବା ସୂଚନା 19 Oct 2022 14:53 ISTSarbeswar Follow UsCongressAdvertisment Read More Congress