ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିଥିବା ପୁରସ୍କାରକୁ ନେଇ ତେଜିଲା ରାଜନୀତି । ୨୪ ନିର୍ବାଚନ ପାଖଉ ଥିବାରୁ ନବୀନଙ୍କ ପୁରସ୍କାରକୁ ଅସ୍ତ୍ର କରି ଏବେଠୁ ମାହୋଲ ବନାଇବା ଚକ୍କରରେ ବିଜେଡି, ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ ।