Advertisment

ମନ୍ତ୍ରୀ ପଦ ମଳିଲାନି, ପୁଣି ଫିଙ୍ଗିଲେ ବୋମା !

ଓଡ଼ିଶାରେ BJP ଦେଲାନି ଠିକ୍ ପ୍ରାର୍ଥୀ ! ଅନେକ ସ୍ଥାନରେ ଯୋଗ୍ୟ ପ୍ରାର୍ଥୀଙ୍କୁ ମିଳିନି ଟିକେଟ୍ । ନହେଲେ ଆମେ ୧୦୦ ଉପରେ ସିଟ୍ ଜିତିଥାନ୍ତୁ । ଆମର ସ୍ବାଧୀନ ବିଧାୟକ ୩ ଜଣ । ବିଜେପି ଦଳରେ ଥାଇ ବିଜେପି ବିଧାୟକ ହୋଇ ପୁଣି ଥରେ ନିଜ ଘର ଭିତରେ ବମ୍‌ ପକାଇଛନ୍ତି ଜୟନାରାୟଣ ।

Odisha BJP Interview With Jaynarayan Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ