By: Tapaswini Nayak
Last updated: 06 April 2025, 11:55 AM IST
କିଏ କଲା ସସ୍ମିତଙ୍କୁ ବଳିବୋଦା ? ବକ୍ରା ବନିଗଲେ ସସ୍ମିତ୍ ପାତ୍ର ? ସସ୍ମିତଙ୍କ ପୋଷ୍ଟ ପଛରେ ନବୀନ ଓ ପାଣ୍ଡିଆନଙ୍କ ନିର୍ଦ୍ଦେଶ ? ନା ଚାଲ ଖେଳିଛନ୍ତି ବିଜେଡିର କୁଚକ୍ରୀ ଗୋଷ୍ଠୀ ? ସଂସଦରେ ମୁହଁ ଖୋଲିଲେ, ଏବେ ଜାଲରେ ଫୁଲ୍ ଫସିଲେ । ୱାକଫ୍ ବିଲ୍କୁ ଖୋଲାଖୋଲି ସମର୍ଥନ କରି ଏବେ ଅଡ଼ୁଆରେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ।