Advertisment

ଶପଥ ନେଲେ ମୋହନ ସରକାର, ବିଜେଡି ମାର୍କା ବାବୁଙ୍କ ଛାତି ଧଡ ଧଡ

ନଗର ଉନ୍ନୟନ ବିଭାଗରେ ୧୦ ବର୍ଷ ଆଉ ସଂସଦୀୟ ବ୍ୟାପାର ବିଭାଗରେ ୧୩ ବର୍ଷ ହେଲା ପ୍ରମୁଖ ସଚିବ ରହିଲେଣି ଏହି ଅଧିକାରୀ।

Advertisment

ଶପଥ ନେଲେ ମୋହନ ସରକାର । ବିଜେଡି ମାର୍କା ବାବୁଙ୍କ ଛାତି ଧଡ ଧଡ । ଚିନ୍ତାରେ ଗାଦି ମାଡି ବସିଥିବା ଆଇଏଏସ ବାବୁ । କିଏ ୭ ବର୍ଷ ତ କିଏ ୧୦ ବର୍ଷ ଧରି ଜାବୁଡ଼ି ବସିଛନ୍ତି ଗୋଟିଏ ଗୋଟିଏ ବିଭାଗ। ଏଇ ଯେମିତି ଆଇଏଏସ୍ ଜି ମାଥିଭାଥନନ୍ । ନଗର ଉନ୍ନୟନ ବିଭାଗରେ ୧୦ ବର୍ଷ ଆଉ ସଂସଦୀୟ ବ୍ୟାପାର ବିଭାଗରେ ୧୩ ବର୍ଷ ହେଲା ପ୍ରମୁଖ ସଚିବ ରହିଲେଣି ଏହି ଅଧିକାରୀ।

Advertisment
BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ