Congress
Advertisment
କଂଗ୍ରେସରୁ ନିଲମ୍ବନ ପରେ ମୁହଁ ଖୋଲିଲେ କଂଗ୍ରେସରୁ ନିଲମ୍ବିତ ଚିରଞ୍ଜୀବ ବିଶ୍ୱାଳ । ଚିରଞ୍ଜୀବ ଆଜି ପ୍ରେସମିଟ୍ କରି ନିଲମ୍ବନକୁ ନେଇ ନିଜର ମତ ରଖିଛନ୍ତି । ସେ କହିଛନ୍ତି, ‘ମୁଁ କଂଗ୍ରେସ ପରିବାରରୁ ଆସିଛି । ମୋତେ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଗଲା । ମୋ ରକ୍ତରେ ବେଇମାନି ନାହିଁ । କଂଗ୍ରେସ ଦଳ ପଛରେ ଛୁରାମାଡ଼ କରିବା । କଂଗ୍ରେସ ପାଇଁ ଆଣ୍ଟି ପାର୍ଟି କରିବା ଏହା ମୁଁ କେବେ ଚିନ୍ତା କରିନାହିଁ । କି ଏଭଳି କଥା ମୁଁ କେବେ ସ୍ୱପ୍ନରେ ଭାବିନାହିଁ ।’
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us