ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଓ ଫାଇଭ୍ T ସଚିବଙ୍କ ସହ କଂଗ୍ରେସ ବିଧାୟକ ସୁର ରାଉତରାୟ ଓ ବଡ଼ ପୁଅ ସିଦ୍ଧାର୍ଥ । ଗତକାଲିଠୁ ସୋସିଆଲ ମିଡିଆରେ ଭାଇରାଲ ହେଇ ଚାଲିଥିବା ଏ ଫଟୋ ଦେଉଛି କେଉଁ ସନ୍ଦେଶ ? ସୁର ଏବଂ ତାଙ୍କ ଉତ୍ତରପୀଢ଼ିର ରାଜନୈତିକ ଭବିଷ୍ୟତର ଗତି କୁଆଡ଼େ ? ଆଗକୁ ହାତ ଛାଡ଼ି ଶଙ୍ଖ ଫୁଙ୍କିବେ କି ସୁର ପରିବାର ?