By: Otv Khabar Bureau
Last updated: 04 March 2024, 10:41 PM IST
‘ମୋଦିଙ୍କ ପରିବାର’ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି । ୧୪୦ କୋଟି ଦେଶବାସୀଙ୍କୁ ପରିବାର କହିଲେ ମୋଦି। ‘ଦେଶର ୧୪୦ କୋଟି ଜନତା ମୋ ପରିବାର’। ‘ଦେଶବାସୀ ମୋ ଘର, ମୋ ମାଆ, ମୋ ଝିଅ’