JP Nadda
Advertisment
ପୁଣି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ୨୪ ଲଢ଼େଇ ପାଇଁ ନେତାଙ୍କୁ ମନ୍ତ୍ର ଦେବେ, କର୍ମୀଙ୍କ ମନରେ ଭରିବେ ଯୋଶ୍ । କନ୍ଧମାଳ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ତୁମୁଡ଼ିବନ୍ଧ ସଭାମଞ୍ଚକୁ ଭୁବନେଶ୍ୱରରୁ ହେକିକପ୍ଟରେ ଆସିବେ ନଡ୍ଡା । ଆସନ୍ତାକାଲି ଦିନ ସାଢ଼େ ୧୧ଟାରେ ମିନି ଷ୍ଟାଡିୟମ୍ରେ ସାଧାରଣ ସଭାରେ ଯୋଗଦେବେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us