Advertisment

ପ୍ରଚାର ବେଳେ BJP ନେତାଙ୍କୁ ଦୁର୍ବ୍ୟବହାର, TMC କହିଲା ବିଜେପି ଆହୁରି ତଳକୁ ଖସୁଛି

ଉପନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ଭବାନୀପୁରରେ ଉତ୍ତେଜନା । ଟିଏମ୍‌ସି ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲ୍ଲୀପ ଘୋଷ । ପ୍ରଚାର ବେଳେ ଟିଏମ୍‌ସି କର୍ମୀ ତାଙ୍କୁ ଗାଳିଗୁଲଜ ସହ ଠେଲାପେଲା କରିଥିବା ଅଭିଯୋଗ ଆଣିଛନ୍ତି ।

Advertisment

 ଉପନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ଭବାନୀପୁରରେ ଉତ୍ତେଜନା । ଟିଏମ୍‌ସି ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲ୍ଲୀପ ଘୋଷ । ପ୍ରଚାର ବେଳେ ଟିଏମ୍‌ସି କର୍ମୀ ତାଙ୍କୁ ଗାଳିଗୁଲଜ ସହ ଠେଲାପେଲା କରିଥିବା ଅଭିଯୋଗ ଆଣିଛନ୍ତି । ଟିଏମସି କର୍ମୀମାନେ ଗୋ-ବ୍ୟାକ ନାରା ଦେବା ସହ ପ୍ରଚାର କରିବାକୁ ଦେଇନଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ଉପନିର୍ବାଚନ ସ୍ଥଗିତ ରଖିବାକୁ ଦିଲ୍ଲୀପ ଦାବି କରିଛନ୍ତି । ସେପଟେ ଦିଲୀପଙ୍କ ଅଭିଯୋଗକୁ ଟିଏମ୍‌ସି ପକ୍ଷରୁ ଖଣ୍ଡନ କରାଯାଇଛି । ଦିଲୀପଙ୍କ ସୁରକ୍ଷାକର୍ମୀମାନେ  ସେମାନଙ୍କୁ ଭୟଭୀତ କରିଥିବା ଟିଏମସି କହିବା ସହ ଏହା ବିଜେପିର ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ପାଲଟା ଅଭିଯୋଗ କରିଛି ଟିଏମସି ।

Advertisment
BJP Campaign VP Dilip Ghosh Attacked TMC Workers Bhawanipore
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ