Advertisment

ବିଜେଡି ସରକାରକୁ ଗାଦିଚ୍ୟୁତ କରିବାକୁ ବିଜେପିର ନନଷ୍ଟପ୍ ଲଢ଼େଇ : ୨୪ ଭୋଟ୍ ପୂର୍ବରୁ ଷ୍ଟ୍ରାଟେଜି ପ୍ରସ୍ତୁତ

୨୪ ନିର୍ବାଚନ ପୂର୍ବରୁ ହେବ ନିର୍ଣ୍ଣାୟକ ଆନ୍ଦୋଳନ । ବିଜେଡି ସରକାରକୁ କ୍ଷମତାରୁ ହଟାଇବା ଲାଗି ହେବ ବଡ଼ ଲଢ଼େଇ । ଆଉ ଏ ଲକ୍ଷ୍ୟରେ ଆଜି ରାଜ୍ୟ ବିଜେପିରେ ହୋଇଛି ବଡ଼ ଧରଣର କସରତ । ଧାମନଗର ଓ ପଦ୍ମପୁର ଉପନିର୍ବାଚନର ଅଭିଜ୍ଞତା ଆଧାରରେ କ୍ଷମତା ଦଖଲ ପାଇଁ ପ୍ରସ୍ତୁତ ହୋଇଛି ଷ୍ଟ୍ରାଟେଜି । ରାଜ୍ୟ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଦଳର ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ, ରାଜ୍ୟ ପଦାଧିକାରୀ ଓ କୋର୍ ଟିମ୍ ସଦସ୍ୟମାନଙ୍କ ସହ ଆଲୋଚନା କରିଛନ୍ତି । କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଡ଼ି. ପୁରେନ୍ଦେଶ୍ୱରୀ ଓ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ବୈଠକରେ ପ୍ରଥମେ ଧାମନଗର ବିଜୟ ଓ ପଦ୍ମପୁର ପରାଜୟର ସମୀକ୍ଷା ହୋଇଥିଲା ।

BJD BJP Congress Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ