Advertisment

ବିଜେଡି- ବିଜେପି ମଧ୍ୟରେ ଟୁଇଟ୍ ୱାର ସାଙ୍ଗକୁ ପ୍ରେସ କନଫରେନ୍ସ ଲଢ଼େଇ

ଗତକାଲିର ଘଟଣାକୁ ନେଇ ଆଜି ଆଗ ବିଜେଡି ପ୍ରେସମିଟ୍ କରି ସିଧା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରସଙ୍ଗ ଭିତରକୁ ଟାଣି ତାଙ୍କରି ଅନୁସାରେ ହିଁ ସବୁ କିଛି ହୋଇଛି ବୋଲି ଟାର୍ଗେଟ୍ କରିଛି ।

Advertisment

ଲୋୟର ପିଏମଜିରେ ବିଜେପି ଯୁବ ମୋର୍ଚ୍ଚାର କର୍ମୀ ଓ ପୋଲିସ ମଧ୍ୟରେ ଗତକାଲିର ଖଣ୍ଡଯୁଦ୍ଧ । ଆଉ ଆଜି ଦେଖିବାକୁ ମିଳିଛି ତାର ଇଫେକ୍ଟ । ବିଜେଡି- ବିଜେପି ମଧ୍ୟରେ ଟୁଇଟ୍ ୱାର ସାଙ୍ଗକୁ ପରସ୍ପର ବିରୋଧରେ ପ୍ରେସ କନଫରେନ୍ସ ଲଢ଼େଇ । ଏହାସହ ରାସ୍ତାକୁ ଓହ୍ଲାଇ ବିଜେପିର ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ । ଗତକାଲିର ଘଟଣାକୁ ନେଇ ଆଜି ଆଗ ବିଜେଡି ପ୍ରେସମିଟ୍ କରି ସିଧା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରସଙ୍ଗ ଭିତରକୁ ଟାଣି ତାଙ୍କରି ଅନୁସାରେ ହିଁ ସବୁ କିଛି ହୋଇଛି ବୋଲି ଟାର୍ଗେଟ୍ କରିଛି ।

Advertisment
BJD BJP Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ