BJD
Advertisment
ନାଁ ତାଙ୍କର ଜଗନ୍ନାଥ। ହେଲେ କାମ ସଇତାନୀ। ପ୍ରେମକୁ ଶାରିରୀକ ସଂପର୍କର ଶିଖର ଛୁଇଁବାକୁ ପଛାଇଲେ ନାହିଁ। ଆଉ ପ୍ରେମିକା ଯେତେବେଳେ ଘରକୁ ଯିବାକୁ ଜିଦ୍ ଧରିଲା, ଆରମ୍ଭ ହୋଇଗଲା ନଖରାମୀ। ପୁଅକୁ ସାବାଡ୍ କରିବା ବଦଳରେ ଛାଡ଼ି ଝୁଡ଼ି ହୋଇ ବସିଲେ ବିଜେଡିର ଜିଲ୍ଲା ପରିଷଦ ସଭ୍ୟା। ଜଣେ ମହିଳା ହୋଇ ମଧ୍ୟ ଯୁବତୀ ସପକ୍ଷରେ ନ ଯାଇ ପୁଅ ପ୍ରେମରେ ଅନ୍ଧ ହୋଇଗଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us