ବିଶ୍ୱସନୀୟତା ନଥିବା ଏକ ସଂସ୍ଥାଠାରୁ ନବୀନ ପୁରସ୍କୃତ ହେବା ପରେ କାହିଁକି ଏଭଳି ବଡ଼ ସେଲିବ୍ରେସନ୍‌ର ଆୟୋଜନ କରୁଛି ବିଜେଡି? ପୁରସ୍କାର ଆଳରେ କାହିଁକି ଏକ ବଡ଼ ମାହୋଲ ବନାଇବାକୁ ଚେଷ୍ଟା କରୁଛି ଦଳ ?