ନିଜସ୍ୱ ସ୍କିମ୍‌ ମାଧ୍ୟମରେ ଭୋଟ୍‌ ଟାଣିବାକୁ ବିଜେଡିର ଉଦ୍ୟମ । ଏଣିକି କେନ୍ଦ୍ର ଅବହେଳା ନୁହେଁ ବରଂ ବିକାଶର ବାର୍ତ୍ତା ନେଇ ଲଢିବ ଦଳ