Advertisment

ବକେୟା ବିଲ୍ ପାଇଁ ବିଜେଡିର ଅକଲ ଗୁଡୁମ୍

ବିଲ୍ ପାଇଁ ମହାଭାରତ! ସରଗରମ ପାରାଦୀପ ରାଜନୀତି।

ଅଦ୍ୟତନ ହୋଇଛି
Advertisment

ବକେୟା ବିଲ୍ ପାଇଁ ବିଜେଡିର ଅକଲ ଗୁଡୁମ୍। କୁଜଙ୍ଗରେ ତେଜିଲା ହିଂସା। ବିଡିଓଙ୍କୁ ବିଜେଡି ଜନପ୍ରତିନିଧିଙ୍କ ମାଡ଼ ପରେ ଜୋର୍ ଧରିଲା ପାରାଦୀପ ରାଜନୀତି। ବିଜେଡି ଚେତାବନୀ ଦେଇଛି, ଜାଣିଶୁଣି ବିଲ୍‌କୁ ବନ୍ଦ କଲେ ନିଆଁ ଜଳିବ। ବିଲ୍ ପାଇଁ ମହାଭାରତ! ସରଗରମ ପାରାଦୀପ ରାଜନୀତି। ବିଡିଓଙ୍କ ଉପସ୍ଥିତିରେ ହାତାହାତି, ଉଚ୍ଚବାଚ। ଗଡ଼ ହରାଇଥିବା ବିଜେଡି ଏବେ ରକ୍ତମୁଖା! ନିର୍ବାଚନ ମଣ୍ଡଳୀରେ ଭୋଟ୍ ପୂର୍ବର ବିଭିନ୍ନ ପୁରୁଣା କାମର ବିଲ୍ ବନ୍ଦ କରାଯାଇଥିବାରୁ କୁଜଙ୍ଗ ବିଡିଓଙ୍କୁ ବିଜେଡି ଜନ ପ୍ରତିନିଧିମାନେ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଖୋଦ୍ ବିଡିଓ। ଏପରିକି ସାଦା କାଗଜରେ ତାଙ୍କଠାରୁ ଦସ୍ତଖତ ନିଆଯାଇଥିବା କଥା ବି FIRରେ ଉଲ୍ଲେଖ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ