Advertisment

Odisha Politics: ପାଣ୍ଡିଆନ୍‌ ଘା’ରେ ବିଜେଡି ବ୍ୟତିବ୍ରସ୍ତ, ବବି ଛିଞ୍ଚୁଛନ୍ତି ଲଙ୍କାଗୁଣ୍ଡ!

ବିଜେଡି ଦେହରେ ପଣ୍ଡିଆନ୍‌ ଘା’ । ମଲମ ବଦଳରେ ବବି ମାରୁଛନ୍ତି ଜିରାଗୁଣ୍ଡ । ନା ଘା’ ଶୁଖୁଛି... ନା ଦଳକୁ ଯନ୍ତ୍ରଣା କମୁଛି । ଓଲଟି ଜିରାର ବାସ୍ନା ଭଳି ନବୀନଙ୍କ ଦଳ କନ୍ଦଳର ଯନ୍ତ୍ରଣା ବଢ଼ି ବଢ଼ି ଚାଲିଛି । ବବି ସାଜୁଛନ୍ତି ଭୂତ, ବବି ବି ସାଜୁଛନ୍ତି ଗୁଣିଆ ।

ଅଦ୍ୟତନ ହୋଇଛି
Advertisment

ବିଜେଡି ଦେହରେ ପଣ୍ଡିଆନ୍‌ ଘା’ । ମଲମ ବଦଳରେ ବବି ମାରୁଛନ୍ତି ଜିରାଗୁଣ୍ଡ । ନା ଘା’ ଶୁଖୁଛି... ନା ଦଳକୁ ଯନ୍ତ୍ରଣା କମୁଛି । ଓଲଟି ଜିରାର ବାସ୍ନା ଭଳି ନବୀନଙ୍କ ଦଳ କନ୍ଦଳର ଯନ୍ତ୍ରଣା ବଢ଼ି ବଢ଼ି ଚାଲିଛି । ବବି ସାଜୁଛନ୍ତି ଭୂତ, ବବି ବି ସାଜୁଛନ୍ତି ଗୁଣିଆ । ଭୂତ ହୋଇ ଲାଗୁଛନ୍ତି, ଗୁଣିଆ ହୋଇ ଆପେ ଆପେ ଝାଡ଼ୁଛନ୍ତି । ଦେଖନ୍ତୁ ଏ ଦୃଶ୍ୟକୁ, ସୋମବାର ଦିନ ପାଣ୍ଡିଆନ୍‌କୁ ନେଇ ନବୀନ ନିବାସରେ କଡ଼ା ବିରୋଧ ହେବା ପରେ ବିଜେଡି କରିଥିଲା ପ୍ରେସମିଟ୍‌ । ସାଂଗଠନିକ ନିର୍ବାଚନ ପ୍ରକ୍ରିୟାକୁ ନେଇ ସମସ୍ତେ ଦେଇଥିଲେ ମତ । ଉପସ୍ଥିତ ଥିଲେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର, ପ୍ରତାବ ଦେବ, ପ୍ରତାପ ଜେନା, ସଞ୍ଜୟ ଦାସ ବର୍ମା ଓ ପ୍ରଣବ ପ୍ରକାଶ ଦାସ ଓରଫ ବବି । ସାମ୍ବାଦିକ ସମ୍ମିଳନୀରେ ବବି ଥିଲେ ମଧ୍ୟ ପାଟିରୁ ତାଙ୍କର ଗୋଟିଏ ଶବ୍ଦ ବାହାରିନଥିଲା ।

Advertisment
BJD Odisha Politics Pranab Prakash Das VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ