Advertisment

ବିଜୁ ଜନତା ଦଳ ନିଜର ଅସଜଡ଼ା ଘରକୁ ଯେତେ ସଜାଡିଲେ ବି ଅଡୁଆ ସେତେ ବଢୁଛି

ଦଳୀୟ ଗୋଷ୍ଠୀ କନ୍ଦଳ ଯୋଗୁଁ ଆଜି ଭବାନୀପାଟଣା ମ୍ୟୁନସିପାଲିଟି ଚେୟାରପର୍ସନ ପଦ ହରାଇଥିବା ବେଳେ ପୁରୀ ନିମାପଡା ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଆସିଛି ଅନସ୍ଥା ପ୍ରସ୍ତାବ ।

Advertisment

ବିଜୁ ଜନତା ଦଳ ନିଜର ଅସଜଡ଼ା ଘରକୁ ଯେତେ ସଜାଡିଲେ ବି ଅଡୁଆ ସେତେ ବଢୁଛି । ଯୁବ ଛାତ୍ରଙ୍କଠୁ ଆରମ୍ଭ କରି ବରିଷ୍ଠଙ୍କୁ ସଙ୍ଗଠିତ କରିବାକୁ ଦଳ ପ୍ରୟାସ କରୁଛି । ସେପଟେ କିନ୍ତୁ ଗୋଷ୍ଠୀ କନ୍ଦଳ ବଢି ବଢି ଚାଲିଛି । ଆଉ ଏହାର ଫଳ ଦେଖିବାକୁ ମିଳୁଛି ବିଭିନ୍ନ ପୌର ସଂସ୍ଥାରେ । ଦଳୀୟ ଗୋଷ୍ଠୀ କନ୍ଦଳ ଯୋଗୁଁ ଆଜି ଭବାନୀପାଟଣା ମ୍ୟୁନସିପାଲିଟି ଚେୟାରପର୍ସନ ପଦ ହରାଇଥିବା ବେଳେ ପୁରୀ ନିମାପଡା ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଆସିଛି ଅନସ୍ଥା ପ୍ରସ୍ତାବ । 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ