Odisha Politics -BJD
Advertisment
ନବୀନ ନିବାସରେ ୩ ଘଣ୍ଟା ଧରି ବିଜେଡିର ମାରାଥନ୍ ମିଟିଂ। ଭୋଟ୍ ପାଇଁ ପ୍ରସ୍ତୁତ ହେଲା ରୋଡମ୍ୟାପ୍। ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ମାତ୍ର ଅଳ୍ପ ସମୟ ପାଇଁ ଦଳୀୟ ନେତାଙ୍କ ସହ ଆଲୋଚନା କରିଥିଲେ। ବାକି ସମୟ 5T ସଚିବ ପାଣ୍ଡିଆନ କଥା ହୋଇଥିଲେ। ଆଲୋଚନାର ଫୋକସରେ ଥିଲା 5T ସଚିବଙ୍କ ଜିଲ୍ଲା ଗସ୍ତ। ଏହାର କଣ ପ୍ରଭାବ ରହିଲା ତାର ଫିଡ୍ବ୍ୟାକ୍ ନିଆଯାଇଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us