Advertisment

ଜଟିଳ ହେଉଛି ଗୋଷ୍ଠୀ କନ୍ଦଳ

ବିଜେଡିର ଜଟିଳ ହେଉଛି ଗୋଷ୍ଠୀ କନ୍ଦଳ । ଦଳୀୟ ମାମଲାକୁ ନେଇ ପୁଣି ବିସ୍ଫୋରଣ କଲେ ସାଂସଦ ଦେବାଶିଷ ସାମନ୍ତରାୟ । ଆଜି ଦେବାଶିଷ, ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ସପକ୍ଷରେ ବାହାରିଛନ୍ତି। କହିଛନ୍ତି ଶ୍ରୀମୟୀ ଯେତେବେଳେ ଯାହା କହିଛନ୍ତି ଠିକ୍ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ