BjD
Advertisment
ଭାଙ୍ଗିଲା ବିଜେଡି-ବିଜେପି ସଂପର୍କ ! ଲୋକସଭାରେ ଗର୍ଜିଲା ବିଜେଡି । ଛାଡ଼ିଲା ସମଦୂରତା କଥା । ଝାଡ଼ିଲେ ସାଂସଦ ମୁନା ଖାନ୍ । ରାଜ୍ୟରେ ବିଜେଡି ସରକାରରୁ ହଟିବା ପରେ ଏବେ ବିଜେପି ଉପରେ ଖୁବ୍ ଖପ୍ପା ବିଜେଡିର ନେତା । ନାହିଁ ଆଗ ପରି କୋଳାକୋଳି, କି ନାହିଁ ପୂର୍ବପରି ସେ ସମଦୂରତା ବାର୍ତ୍ତା । ଏବେ ଖୁଲମଖୁଲା ବିଜେଡି ବିଜେପି ସରକାରକୁ ଟାର୍ଗେଟ୍ କରୁଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us