Advertisment

କୁହୁଳୁଛି ଝାରସୁଗୁଡ଼ା ରାଜନୀତି

ୱାର୍ଡ ବୁଲିଲେ ବିଧାୟକ । ଚିହିଁକି ଉଠିଲା ବିଜେଡି । ବିଜେଡି କାମକୁ ନେଇ ବିଜେପି ଉଠାଇଲା ପ୍ରଶ୍ନ । ଦୁଇ ଦଳ ହେଲେ ମୁହାଁମୁହିଁ । ବର୍ଷା ଋତୁ ପୂର୍ବରୁ ସହରର ବିଭିନ୍ନ ନାଳ ନର୍ଦ୍ଦମାର ସଫେଇ ଅଭିଯାନ ଆରମ୍ଭ ହୋଇଛି ।

Advertisment

ୱାର୍ଡ ବୁଲିଲେ ବିଧାୟକ । ଚିହିଁକି ଉଠିଲା ବିଜେଡି । ବିଜେଡି କାମକୁ ନେଇ ବିଜେପି ଉଠାଇଲା ପ୍ରଶ୍ନ । ଦୁଇ ଦଳ ହେଲେ ମୁହାଁମୁହିଁ । ବର୍ଷା ଋତୁ ପୂର୍ବରୁ ସହରର ବିଭିନ୍ନ ନାଳ ନର୍ଦ୍ଦମାର ସଫେଇ ଅଭିଯାନ ଆରମ୍ଭ ହୋଇଛି । ଶୁକ୍ରବାର ଦିନ ବିଧାୟକ ଟଙ୍କଧର ତ୍ରିପାଠୀ ସହରର ବିଭିନ୍ନ ୱାର୍ଡ ବୁଲି ନାଳ ନର୍ଦ୍ଦମା ଜଳ ନିଷ୍କାସନ ପ୍ରକ୍ରିୟାକୁ ଦେଖିଥିଲେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ