Advertisment

ମହାପ୍ରସାଦକୁ ଅପମାନ

ହିନ୍ଦୁ ନାରୀ, କିନ୍ତୁ ହିନ୍ଦୁ ଧର୍ମ ବିରୋଧୀ । ଗର୍ବ ପାଇଁ ମମତା ଏବେ ଧର୍ମଛଡ଼ା । ପଲିଟିକ୍ସ ପାଇଁ ମହାପ୍ରସାଦ ଯୋଜନା ଆରମ୍ଭ । ଦିଦିଙ୍କ ରାଜ୍ୟରେ ଘରେ ଘରେ ମିଳିବାକୁ ଯାଉଛି ମହାପ୍ରସାଦ ନାଁରେ ପେଡ଼ା-ଗଜା ।

Advertisment

ହିନ୍ଦୁ ନାରୀ, କିନ୍ତୁ ହିନ୍ଦୁ ଧର୍ମ ବିରୋଧୀ । ଗର୍ବ ପାଇଁ ମମତା ଏବେ ଧର୍ମଛଡ଼ା । ପଲିଟିକ୍ସ ପାଇଁ ମହାପ୍ରସାଦ ଯୋଜନା ଆରମ୍ଭ । ଦିଦିଙ୍କ ରାଜ୍ୟରେ ଘରେ ଘରେ ମିଳିବାକୁ ଯାଉଛି ମହାପ୍ରସାଦ ନାଁରେ ପେଡ଼ା-ଗଜା । ମହାପ୍ରସାଦ ଯୋଜନାରେ ଦୀଘା ମନ୍ଦିରରେ ଭୋଗ ଲାଗି ହୋଇଥିବା ୩୦୦ କିଲୋଗ୍ରାମ ଖୁଆକୁ ରାଜ୍ୟର ପ୍ରତି ଘରେ ପହଞ୍ଚାଇବାକୁ ସରକାରୀ ସ୍ତରରେ ପଦକ୍ଷେପ ନିଆଯାଇଛି ।

Advertisment
West Bengal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ