Nippon Steel
Advertisment
ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ ଓଡ଼ିଶା ଛାଡ଼ି ଆନ୍ଧ୍ର ପ୍ରଦେଶ ମୁହାଁ ହୋଇଥିବା ନେଇ ବିଜେଡିର ଆରୋପ ପରେ କଡ଼ା କାଉଣ୍ଟର କରିଛନ୍ତି ରାଜ୍ୟ ସରକାର । ଶିଳ୍ପମନ୍ତ୍ରୀ ସଂପଦ ସ୍ୱାଇଁ ସ୍ପଷ୍ଟ କରିଛନ୍ତି, ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ କୁଆଡ଼େ ଯାଉନି । ବରଂ କେନ୍ଦ୍ରାପଡ଼ାରେ ଏହାର ପ୍ରସ୍ତାବିତ ପ୍ଳାଣ୍ଟ ସ୍ଥାପନ ଦିଗରେ ପ୍ରକ୍ରିୟା ଜାରି ରହିଛି । ପୂର୍ବ ବିଜେଡି ସରକାରକୁ ଆଟାକ୍ କରି ମନ୍ତ୍ରୀ କହିଛନ୍ତି, ସେମାନଙ୍କ ସମୟରେ ଓଡ଼ିଶାରୁ ମୁହଁ ଫେରାଇଥିବା କମ୍ପାନି ଏବେ ରାଜ୍ୟକୁ ଫେରୁଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us