""
ରାଜନୀତି Videos ଯୋଜନା ଆସୁଛି କାହା ପାଇଁ ଆଉ ପାଉଛି କିଏ? ରାଜ୍ୟରେ ଆବାସ କେଳେଙ୍କାରୀର ଗୋଟିକ ପରେ ଗୋଟିଏ ଫର୍ଦ୍ଦ ସାମ୍ନାକୁ ଆସୁଛି। ଏତେ ଫର୍ଦ୍ଦ ଯେ, ସବୁ ଯୋଡ଼ିଲେ ଗୋଟିଏ ପୋଥି ହୋଇଯିବ। କେଉଁଠି ଯୋଗ୍ୟଙ୍କୁ ଘର ମିଳୁନି, ଆଉ କେଉଁଠି ଅଯୋଗ୍ୟ ମାଲାମାଲ୍। ତେବେ ବାଲେଶ୍ୱର ବସ୍ତାରେ ଜଣେ ଲକ୍ଷପତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨ ମହଲା ଘର ତୋଳୁଥିବା ବେଳେ କଟକ ସାଲେପୁରରେ ଜଣେ ବିଧବା ବୟସ୍କା ମହିଳାଙ୍କ ବିଜୁ ପକ୍କାଘର ଆଶା ମଉଳି ଯାଉଛି 04 Aug 2021 22:07 ISTSarbeswar Follow UsPMAY ScamAdvertisment Read More Odisha PMAY Scam