Advertisment

5T ସଚିବଙ୍କୁ ପ୍ରଦୀପ ନୂଆ କଳାପାହାଡ଼ ସହ ତୁଳନା କରିଛନ୍ତି

ଏଥିଲାଗି ମୁଖ୍ୟମନ୍ତ୍ରୀ ଦାୟୀ। ବିଜୁ ପଟ୍ଟନାୟକଙ୍କ ଭଳି ସାହସୀ ବ୍ୟକ୍ତିଙ୍କ ପୁଅ ଏପରି କରିବେ ବିଶ୍ୱାସ ହେଉନି।’

Advertisment

5T ସଚିବଙ୍କୁ ପ୍ରଦୀପ ନୂଆ କଳାପାହାଡ଼ ସହ ତୁଳନା କରିଛନ୍ତି। ସେ କହିଛନ୍ତି ଯେ, ‘କଳାପାହାଡ଼ମାନେ ଗଣତନ୍ତ୍ରକୁ କବଳିତ କରିବାର ଚେଷ୍ଟାକୁ ମୁଁ ନିନ୍ଦା କରୁଛି। ତାଙ୍କ କାର୍ଯ୍ୟକଳାପ ଯୋଗୁ ଶାସନ ବ୍ୟବସ୍ଥା ସ୍ଥାଣୁ ପାଲଟିଗଲାଣି । 

Advertisment
BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ