Odisha Politics
Advertisment
ପ୍ରାର୍ଥୀ ଘୋଷଣା ହେଉ ହେଉ ବିରୋଧ। କେଉଁଠି ପ୍ରତିବାଦ ତ କେଉଁଠି ଟିକଟ୍ ପ୍ରତ୍ୟାହାର ଦାବିରେ ଦଳରୁ ସାମୁହିକ ଇସ୍ତଫା। ପ୍ରାର୍ଥିତ୍ୱକୁ ନେଇ ସଙ୍ଗଠନ ଦୁଇ ଫାଳ। ଟିକଟକୁ ନେଇ ଅସନ୍ତୋଷ ଚର୍ଚ୍ଚା ଭିତରେ ବାତିଲ ହୋଇଛି କେନ୍ଦ୍ରାପଡାରେ ବିଜେଡି ମିଶ୍ରଣ ପର୍ବ। ବୁଧବାର କେନ୍ଦ୍ରାପଡ଼ା ରାଜନଗର ଗୋସିଗାଁ ଠାରେ ବିଜେଡି ପକ୍ଷରୁ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ଯେଉଁଠି ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଓ ବିଧାୟକ ଧ୍ରୁବ ସାହୁଙ୍କ ଉପସ୍ଥିତିରେ ବିଜେଡିରେ ମିଶିଥାନ୍ତେ ଅଂଶୁମାନ ମହାନ୍ତିଙ୍କ ଗୋଷ୍ଠୀ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us