ଅନେକ ସମୟରେ ବୋରଓ୍ୱେଲ୍ ଭିତରକୁ ଖସି ପଡୁଛନ୍ତି ଛୋଟ ପିଲା। ସେମାନଙ୍କୁ ଉଦ୍ଧାର କରିବା ହୋଇପଡୁଛି କଷ୍ଟକର। ଘଣ୍ଟା ଘଣ୍ଟା କରି କେଇ ଦିନ ଲାଗିଯାଉଛି। କେତେବେଳେ ଶିଶୁଟି ସୁରକ୍ଷିତ ଉଦ୍ଧାର ହେଉଛି ତ ଆଉ କେତେବେଳେ ଶିଶୁର ଜୀବନ ଯାଉଛି। ଏବେ ବୋରଓ୍ୱେଲ୍ ଭିତରେ ଫସିଯାଉଥିବା ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବ ଏହି ରୋବଟ୍। ଯାହାକୁ ଉଦ୍ଭାବନ କରି ଏହି 3 ଯୁବ ଇଂଜିନିୟର ଏବେ ଚର୍ଚ୍ଚାରେ