ପେଟରେ ପିଲା ଥିଲା, ସ୍ୱାମୀ ଛାଡିଦେଲା...୨୫ ବର୍ଷ ହେଲାଣି ଦିବ୍ୟାଙ୍ଗ ଝିଅକୁ ନେଇ କଟୁଛି ଦିନ । ସହାୟତା ମାଗୁଛି ମମତା । ଇଏ କେମିତିକା ପ୍ରେମ? ଗାଁରେ ଦେଖା ହେବା ପରେ ବାହାଘର ହେଲା...୩ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ଛାଡି ସ୍ୱାମୀ ପଳାଇଲା । ଗଲା ଯେ ଆଉ ଫେରିଲାନି...ଏକା ଏକା ଦିବ୍ୟାଙ୍ଗ ଝିଅକୁ ନେଇ ବଡ଼ କଷ୍ଟରେ ବଞ୍ଚୁଛନ୍ତି ମମତା ।