By: Rajalaxmi Sahoo
Last updated: 13 January 2023, 12:59 PM IST
ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ଶିମିଳିପାଳ ଜାତୀୟ ଉଦ୍ୟାନ । ସବୁଜ ବନାନୀ, ନଭଶ୍ଚୁମ୍ବୀ ପର୍ବତ ସାଙ୍ଗକୁ ଝରଣାର କୁଳୁକୁଳ ଶବ୍ଦ । ପ୍ରକୃତିର ମନଲୋଭା ଦୃଶ୍ୟକୁ ଉପଭୋଗ କରିବାକୁ ଜମୁଛି ଭିଡ଼ ।