Advertisment

ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଚର୍ଚ୍ଚିତ ଜିଲ୍ଲାପାଳ

ପାରମ୍ପରିକ ରୀତିନୀତିରେ ବ୍ୟାଣ୍ଡ, ବାଜା ଓ ବାରାତ ଧରି ବର ପହଁଚିଥିଲେ କନିଆଁ ପାଖରେ। ହାତଗଣ୍ଠି ପଡିବା ପରେ ଅନନ୍ୟାଙ୍କ ମଥାରେ ସିନ୍ଦୁର ଦେଇ ସାତ ଜନ୍ମର ସାଥୀ ବନାଇଥିଲେ ଚଂଚଳ ରାଣା।

Advertisment

ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଜିଲ୍ଲାପାଳ। ଅନନ୍ୟା ଦାସଙ୍କ ହାତ ଧରିଲେ ଚଞ୍ଚଳ ରାଣା । ଇଏ ବିବାହ ପରେ ରିସେପସନ୍ ପାର୍ଟିର ଦୃଶ୍ୟ। ସମ୍ବଲପୁର ଜିଲ୍ଲାପାଳଙ୍କ ମଥାରେ ବଲାଙ୍ଗୀର ଜିଲ୍ଲାପାଳଙ୍କ ସିନ୍ଦୁର । ହସ ହସ ମୁହଁରେ ଉଭୟ ଦେଉଛନ୍ତି ଫଟୋ ପୋଜ୍। ସାଙ୍ଗରେ ପରିବାର, ସାଙ୍ଗ ସାଥୀ ଓ ନିକଟ ସମ୍ପର୍କୀୟ। ଗୌହାଟୀର ଏକ ପଂଚତାରକା ହୋଟେଲରେ ଗତକାଲି ଧୁମଧାମରେ ସରିଛି ମେରେଜ୍ ସେରିମୋନି। ପାରମ୍ପରିକ ରୀତିନୀତିରେ ବ୍ୟାଣ୍ଡ, ବାଜା ଓ ବାରାତ ଧରି ବର ପହଁଚିଥିଲେ କନିଆଁ ପାଖରେ। ହାତଗଣ୍ଠି ପଡିବା ପରେ ଅନନ୍ୟାଙ୍କ ମଥାରେ ସିନ୍ଦୁର ଦେଇ ସାତ ଜନ୍ମର ସାଥୀ ବନାଇଥିଲେ ଚଂଚଳ ରାଣା। 

Advertisment
Marriage Love Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ