Primary School Teacher Protests
Advertisment
ବାରମ୍ବାର ପ୍ରତିଶ୍ରୁତି ଦେଇ ସରକାର ଠକିଲେ। ତେଣୁ ଶେଷରେ ଛୁଟିନେଇ ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ ସଂଘ। ୩ ଦଫା ଦାବି ପୂରଣ ନେଇ ରାଜ୍ୟର ୩୧୪ ବିଇଓ ଅଫିସ୍ ଆଗରେ ଧାରଣା ଦେଇ ଗର୍ଜିଛନ୍ତି ହଜାର ହଜାର ଶିକ୍ଷକ-ଶିକ୍ଷୟିତ୍ରୀ। ଏମିତିକି ଆସନ୍ତା ସୋମବାରଠୁ ସ୍କୁଲରେ ତାଲା ପକାଇ ସାମୂହିକ ଛୁଟିରେ ଯିବାକୁ ଧମକ ବି ଦେଇଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us