Pradeep jena
Advertisment
ପ୍ରଦୀପ କୁମାର ଜେନା ଏଣିକି ବାବୁ ନମ୍ବର ୱାନ୍ । ବନିଲେ ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ । ଏହି ଟପ୍ ବ୍ୟୁରୋକ୍ରାଟ୍ଙ୍କ ଆଗରେ ଅନେକ ଚାଲେଞ୍ଜ । ଆସନ୍ତାବର୍ଷ ନିର୍ବାଚନ, ଏଣେ ଆଇନ ଶୃଙ୍ଖଳାକୁ ନେଇ ରାଜ୍ୟରେ ହୁଲସ୍ତୁଲ । ଏଭଳି କଠିନ ସମୟରେ ରାଜ୍ୟ ପ୍ରଶାସନିକ କଳର ମଙ୍ଗ ଧରିଛନ୍ତି ବରିଷ୍ଠ ଆଇଏଏସ୍ ଅଫିସର ପ୍ରଦୀପ କୁମାର ଜେନା । ଆଜି ବିଧିବଦ୍ଧ ଭାବେ ଗ୍ରହଣ କରିଛନ୍ତି ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟିତ୍ୱ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us