Odisha-Andhra Border Dispute
Advertisment
ଚକ୍ରାନ୍ତ ଚଳାଇଛି ଆନ୍ଧ୍ର। ଓଡ଼ିଶା ସୀମାନ୍ତର ଗୋଟିଏ ପରେ ଗୋଟିଏ ଗାଁକୁ ଆନ୍ଧ୍ର ନିଜ ହେପାଜତକୁ ନେବାକୁ କରୁଛି ଷଡ଼ଯନ୍ତ୍ର। ଆନ୍ଧ୍ର ଅଧିକାରୀ ସୀମାନ୍ତ ଗାଁ ଗୁଡ଼ିକରେ ଜମିପଟ୍ଟା ବଣ୍ଟନ ସହ ପ୍ରଧାନମନ୍ତ୍ରୀ ଆବାସ ଗୃହ ବଣ୍ଟନ କରୁଥିବା ଅଭିଯୋଗ ଉଠିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us