By: Manoranjan Behera
Last updated: 13 October 2023, 10:09 PM IST
ମଥାରେ ଟିପିଟିପି ଚନ୍ଦନ, କୁମକୁମ ଆଉ ପାଦରେ ଅଳତା । ଝଟକୁଛନ୍ତି ନୂଆ କନିଆ । ମୁଣ୍ଡରେ ମୁକୁଟ ପିନ୍ଧି ବର ବି ହସ ହସ । ଶଙ୍ଖ ହୁଳହୁଳି ପଡ଼ୁଛି, ଚାଲିଛି ବାହାଘର..