କୋରାପୁଟ ଜିଲ୍ଲାର ଦେଓମାଳି ଅଞ୍ଚଳରେ ଥିବା ବିଭିନ୍ନ ପାହାଡ଼, ପର୍ବତ ଗାଁ ଗଣ୍ଡାରେ ବର୍ତ୍ତମାନ ଲାଗିବ ଲକ୍ଷାଧିକ ଔଷଧୀୟ ବୃକ୍ଷ । ତା ସାଙ୍ଗକୁ ବର୍ଷା ସୃଷ୍ଟିକାରୀ ବୃକ୍ଷ । ଦେଓମାଳିର ଔଷଧୀୟ ସମ୍ପଦକୁ ପରଖୁଥିବା ଆଦିବାସୀ ଗବେଷକ ହରି ପାଙ୍ଗିଙ୍କ ନେତୃତ୍ୱରେ ଏହି ଅଂଚଳର ପାରମ୍ପରିକ ବୈଦ୍ୟ ଯୁବପିଢି ଓ ପିଲାଙ୍କ ମାଧ୍ୟମରେ ଏହି କାର୍ଯ୍ୟ ସମ୍ପାଦିତ ହେବ...