ଦିନ ବିତିଯାଇଛି ହେଲେ ଆଜି ବି ସ୍ମୃତି ସବୁ ଆଖି ସାମ୍ନାରେ ନାଚି ଉଠୁଛି। ଓଡ଼ିଶାରେ ପଦଯାତ୍ରା ବେଳେ ସାଲେପୁର ବହୁଗ୍ରାମ ବଜାରରେ ବିଶ୍ରାମ ନେଇଥିଲେ ଗାନ୍ଧିଜୀ...