Advertisment

ଦେଢ଼ କୋଟିର ବସଷ୍ଟାଣ୍ଡ, ଥରେ ହେଲେ ବି ଗାଡ଼ି ଗଲାନି

ଏବେ ମଦୁଆଙ୍କ ଆଡ୍ଡାସ୍ଥଳ ହେବା ସହିତ ଗାଈଗୋରୁଙ୍କ ଗୋଚର ଭୂମିର ପାଇଲାଣି ପରିଚୟ ।

Advertisment

ପାଣିରେ ପଡ଼ିଲା ଦେଢକୋଟି । ଦେଢ଼ କୋଟି ଟଙ୍କାରେ ବସଷ୍ଟାଣ୍ଡ ନିର୍ମାଣ ହେଲା, ଥରେ ହେଲେବି ବସ୍‌ ଗଡିଲାନି । ଏବେ ମଦୁଆଙ୍କ ଆଡ୍ଡାସ୍ଥଳ ହେବା ସହିତ ଗାଈଗୋରୁଙ୍କ ଗୋଚର ଭୂମିର ପାଇଲାଣି ପରିଚୟ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ