Advertisment

ଡ୍ରଇଂ ସିନା ସୁନ୍ଦର ସୁନ୍ଦର ଆଙ୍କୁଛି ହେଲେ ତା’ଜୀବନର ଥିବା କଷ୍ଟକୁ ସେ ବୁଝିପାରୁନି

କମ୍‌ ବର୍ଷରୁ ବାପା ଚାଲିଗଲେ, ଏବେ କୁନି ଝିଅର ଚିକିତ୍ସାକୁ ନେଇ ଚିନ୍ତାରେ ଜେଜେ ମାଆ ଓ ମାଆ ।

Advertisment

ରକ୍ତହୀନତା ପାଇଁ ଘାଣ୍ଟି ହେଉଛି ରିଆନ୍ସି । ଡ୍ରଇଂ ସିନା ସୁନ୍ଦର ସୁନ୍ଦର ଆଙ୍କୁଛି ହେଲେ ତା’ଜୀବନର ଥିବା କଷ୍ଟକୁ ସେ ବୁଝିପାରୁନି ।କଅଁଳ ବୟସରେ କଷ୍ଟଦାୟକ ରୋଗ । କୁନି ବୟସ । ଖେଳକୁଦ କରିବାର ସମୟ । ଏତିକି ବେଳେ ମାଡ଼ି ବସିଲା ରୋଗ । କମ୍‌ ବର୍ଷରୁ ବାପା ଚାଲିଗଲେ, ଏବେ କୁନି ଝିଅର ଚିକିତ୍ସାକୁ ନେଇ ଚିନ୍ତାରେ ଜେଜେ ମାଆ ଓ ମାଆ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ