Advertisment

ବାପା କହିଲେ.. ମୋ ଝିଅ ମୋ ନାଁ ରଖିଲା.. ମୁଁ ବହୁତ ଗର୍ବିତ

ଝିଅର କୃତୀତ୍ୱର ସାକ୍ଷୀ ହୋଇ କାନ୍ଥ ସାରା ଝୁଲୁଛି ମାନପତ୍ର ଆଉ ମେଡାଲ୍.. ଘରେ ଧାଡ଼ି ଧାଡ଼ି କରି ଥୁଆ ହୋଇଛି ସମ୍ମାନ ଓ ପୁରସ୍କାର.. ଘର କାନ୍ଥରେ ଆଉ ଜାଗା ନାହିଁ କି ଥାକ ଫାଙ୍କା ନାହିଁ.. କିନ୍ତୁ ଜିଲ୍ଲା, ରାଜ୍ୟ, ଦେଶ, ବିଦେଶରୁ ପୁରସ୍କାର, ସମ୍ମାନ ଆଉ ମାନପତ୍ର ଜିତି ଚାଲିଛି ଝିଅ.. ଆଉ ବାପାଙ୍କୁ ତାର ପରିଚୟ ଦେବାକୁ ପଡ଼ୁନି.. ଏବେ ଝିଅର ପରିଚୟରେ ପରିଚିତ ହେଉଛନ୍ତି ବାପା ମାଆ ଆଉ ପରିବାର ଲୋକେ..

Painting
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ