By: Rajalaxmi Sahoo
Last updated: 11 August 2023, 02:45 PM IST
‘ସ୍ୱାମୀ ଚାଲିଗଲା ପରେ ମୂଲ ଲାଗି ଲାଗି ଝିଅକୁ ମାଟ୍ରିକ୍ ଯାଏ ପଢାଇଲି.. ୭୫ ପ୍ରତିଶତ ରଖି ଝିଅ ମୋର ପାସ୍ ହେଲା.. ଟଙ୍କା ତ ନାହିଁ କେମିତି ତାକୁ କରିବି ଇଞ୍ଜିନିୟର ?’