By: Manoranjan Behera
Last updated: 07 September 2023, 10:17 PM IST
ବିବାହ ଯୋଗ୍ୟା ଝିଅଟିଏ, ପରିବାର ଲୋକଙ୍କ ନିଷ୍ପତ୍ତି ବିରୋଧରେ ପ୍ରେମ ବିବାହ କରିବାରୁ ରାଗ ଓ ଅଭିମାନରେ ଝିଅ ପାଇଁ ଶୁଦ୍ଧି ହୋଇ ଗଲେ ଆତ୍ମୀୟ ଓ ଜ୍ଞାତି କୁଟୁମ୍ବ । ଏହି ଘଟଣା କେନ୍ଦ୍ରାପଡ଼ା ଆଳି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।