Wife-Husband
Advertisment
ପଟ୍ଟାମୁଣ୍ଡାଇ କୋର୍ଟ ପରିସରରେ ହାଇଡ୍ରାମା। ସ୍ୱାମୀ ଅନ୍ୟତ୍ର ବିବାହ କରୁଥିବାରୁ ସ୍ୱାମୀକୁ କୋର୍ଟ ପରିସରରେ ପିଟିଲା ସ୍ତ୍ରୀ। ତନୁପୁର ଗାଁର କିଶୋର ମଲିକଙ୍କୁ ପିଟିଛନ୍ତି ତାଙ୍କ ପ୍ରଥମ ପତ୍ନୀ। ପ୍ରଥମ ପତ୍ନୀଙ୍କର ୪ଟି ଝିଅ ହେବାରୁ ଆଜି ପଟ୍ଟାମୁଣ୍ଡାଇ କୋର୍ଟରେ ଦ୍ୱିତୀୟ ବିବାହ କରିବାକୁ ଆସିଥିଲେ କିଶୋର। ଏହି ସମୟରେ ତାଙ୍କ ପ୍ରଥମ ପତ୍ନୀ ବନ୍ଦନା ମଲିକ ପହଂଚି ତାଙ୍କୁ କୋର୍ଟ ପରିସରରେ ପିଟିଥିଲେ। ପୋଲିସ ପହଞ୍ଚି କିଶୋରଙ୍କୁ ଥାନାକୁ ଆଣିଥିବାବେଳେ ତାଙ୍କ ପ୍ରଥମ ପତ୍ନୀ କୋର୍ଟ ବାହାରେ ଧାରଣା ଦେଇଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us