Advertisment

Video: ଭୋକିଲା ବୁଲୁଛି ବାଘୁଣୀ ଜିନତ୍

ଭୋକିଲା ପେଟରେ ବୁଲୁଛି ବାଘୁଣୀ ଜିନତ୍ । ୪ ଦିନ ହେଲା କିଛି ଖାଇନି । ଚାଲିବାକୁ ବି ଜୁ’ ପାଉନି । ଏଭଳି ସ୍ଥିତିରେ ଝାଡ଼ଖଣ୍ଡରୁ କିଭଳି ଓଡ଼ିଶା ଫେରିବ ଜିନତ୍, ଚିନ୍ତାରେ ବନ ବିଭାଗ ।

Advertisment

ମହାବଳ ବଂଶ ବଢ଼ାଇବାକୁ ଶିମିଳିପାଳ ଆସିଥିଲେ ବାଘୁଣୀ ଯମୁନା ଆଉ ଜିନତ୍ । କିନ୍ତୁ ଜିନତ୍ ଏବେ ଝାଡ଼ଖଣ୍ଡରେ, ଆଉ ଯମୁନା କୁଲଡ଼ିହାରେ। ଏମିତିକି ଜିନତ୍ ୪ ଦିନ ହେଲା ନ ଖାଇ ଦୁର୍ବଳ ହୋଇଯାଇଥିବା କହିଛନ୍ତି ଜଙ୍ଗଲ ମନ୍ତ୍ରୀ । ଏମିତି ସ୍ଥିତିରେ ମହାରାଷ୍ଟ୍ରରୁ ଆସିଥିବା ଏ ଦୁଇ ବାଘୁଣୀ ଆଗକୁ ଶିମିଳିପାଳ ଫେରିବେ ନା ନାହିଁ, ତା’କୁ ନେଇ ଦେଖାଦେଲାଣି ଆଶଙ୍କା ।

Advertisment
Odisha Tigers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ