Advertisment

ଏ ଅଭୁଲା ବିଦାୟ

ଏ ସାଜସଜା, ରୋଶଣୀ ଶୋଭାଯାତ୍ରା କେଉଁ ରାଜନେତାଙ୍କ ପାଇଁ ନୁହେଁ, ବରଂ ଜଣେ ଶିକ୍ଷକଙ୍କ ପାଇଁ। ଗ୍ରାମବାସୀଙ୍କ ଏ ଆନ୍ତରିକତା, ଛାତ୍ରଛାତ୍ରୀଙ୍କ ଉତ୍ସାହ ଓ ଶିକ୍ଷକଙ୍କ ବିଦାୟୀକୁ ସ୍ମରଣୀୟ ରଖିବାର ପ୍ରୟାସ ହିଁ ବଖାଣୁଛି ସେ ଗୁରୁ କେତେ ମହାନ ଥିଲେ।

ଅଦ୍ୟତନ ହୋଇଛି
Advertisment

ଏ ସାଜସଜା, ରୋଶଣୀ ଶୋଭାଯାତ୍ରା କେଉଁ ରାଜନେତାଙ୍କ ପାଇଁ ନୁହେଁ, ବରଂ ଜଣେ ଶିକ୍ଷକଙ୍କ ପାଇଁ। ଗ୍ରାମବାସୀଙ୍କ ଏ ଆନ୍ତରିକତା, ଛାତ୍ରଛାତ୍ରୀଙ୍କ ଉତ୍ସାହ ଓ ଶିକ୍ଷକଙ୍କ ବିଦାୟୀକୁ ସ୍ମରଣୀୟ ରଖିବାର ପ୍ରୟାସ ହିଁ ବଖାଣୁଛି ସେ ଗୁରୁ କେତେ ମହାନ ଥିଲେ। ସେ କେବଳ ଯେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଥିଲେ ତାହା ନୁହେଁ, ଗ୍ରାମବାସୀଙ୍କ ସହ ମଧ୍ୟ ସୌହାର୍ଦ୍ଧ୍ୟପୂର୍ଣ୍ଣ ବ୍ୟବହାର ରଖିଥିଲେ ଏ ଦୃଶ୍ୟ ତାହା ବଖାଣୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ