Hostel
Advertisment
ବାଣୀବିହାର ହଷ୍ଟେଲ ଭିତରୁ ଆସିଲା ରୋଚକ ଦୃଶ୍ୟ... ରୁମରେ ଥୁଆ ହୋଇଛି ମଦ ବୋତଲ, କାଚ ଗ୍ଲାସ୍ , ଚାଖଣା ପ୍ରସ୍ତୁତ ଲାଗି ହିଟର୍ ଆଉ କଡ଼େଇ ସହ ଅନ୍ୟାନ୍ୟ ସାମଗ୍ରୀ ରେଡି। ପାଠ ପଢ଼ା ନୁହେଁ ତ ଏଇଟି ଫୁଲ୍ ଗମାତ ଚାଲିଥିଲା।