୬ ପିଲା ଅନାଥ ମାଆ ଫେରାର
Advertisment
ଏଠି ମୁଠାଏ ଖାଇବାପାଇଁ ରୀତିମତ ଚାଲିଛି ସଙ୍ଘର୍ଷ l ଓଳିଏ ମିଳିଲେ ଓଳିଏ ଓପାସରେ କଟୁଛି ଜୀବନ l ଜଣେ ନୁହେଁ କି ଦୁଇ ଜଣ ନୁହେଁ ଗୋଟିଏ ପରିବାରର ଛଅ ନାବାଳକ ପିଲା ଓ ୨ ବୃଦ୍ଧ ଦମ୍ପତ୍ତିଙ୍କ ଏହା ହେଉଛି ନିତିଦିନିଆ କାହାଣୀ l ବୟସର ଅପରାହ୍ନରେ ନିଜ ଛଅ ନାତି ଓ ନାତୁଣୀଙ୍କ ମୁହଁରେ ଆହାର ମୁଠାଏ ଦେବାପାଇଁ ସଂଘର୍ଷ ଜାରି ରଖିଛନ୍ତି କାମାକ୍ଷାନଗର ବ୍ଲକ ବାଉଁଶପାଳ ପଞ୍ଚାୟତ ଲେମ୍ବୁପାଳ ଗାଁର ସୁନାରାମ ସୋରେନ ଓ ତାଙ୍କ ସ୍ତ୍ରୀ ଆରସୁ ସୋରେନ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us