Advertisment

କାହିଁକି ଲୋକସେବା ଭବନର ଗୋଟିଏ ଗୋଟିଏ ବିଭାଗରେ ବର୍ଷ ବର୍ଷ ଧରି ଗାଦି ମାଡ଼ି ବସିଛନ୍ତି OAS ଅଧିକାରୀ।

ନୂଆ ସରକାର ଆସିବା ପରେ ଏହି ଅଧିକାରୀମାନଙ୍କ ଅବସ୍ଥା କଣ ହେବ, ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା।

Advertisment

ଦକ୍ଷତା ନା ଚାଟୁକାରିତା ? କାହିଁକି ଲୋକସେବା ଭବନର ଗୋଟିଏ ଗୋଟିଏ ବିଭାଗରେ ବର୍ଷ ବର୍ଷ ଧରି ଗାଦି ମାଡ଼ି ବସିଛନ୍ତି OAS ଅଧିକାରୀ। ତାଲିକାରେ ଜଣେ କି ଦୁଇ ଜଣ ନୁହେଁ ଗଣ୍ଡା ଗଣ୍ଡା OAS ବାବୁ। ଅନେକ ଅଧିକାରୀ ତ ସିଧାସଳଖ ଦଳୀୟ କାର୍ଯ୍ୟକ୍ରମରେ ବି ଲିପ୍ତ ରହୁଥିଲେ ବୋଲି ଅଭିଯୋଗ ରହିଛି। ତେବେ ନୂଆ ସରକାର ଆସିବା ପରେ ଏହି ଅଧିକାରୀମାନଙ୍କ ଅବସ୍ଥା କଣ ହେବ, ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ