Advertisment

ହୋମ୍ ଗାର୍ଡ ପାଇଁ ଫିଟନେସ୍ ଟେଷ୍ଟ ଦେବା ବେଳେ ଯୁବକ ମୃତ

ଆଖିରେ ସ୍ୱପ୍ନ ଥିଲା ସରକାରୀ ଚାକିରି ଖଣ୍ଡେ କରି, ପରିବାରର ଅଭାବ-ଅନଟନ ଦୂର କରିବେ। ହେଲେ ସେ ସ୍ୱପ୍ନଭରା ଆଖି ଯେ ସବୁଦିନ ପାଇଁ ଶୋଇଯିବ କିଏ ଜାଣିଥିଲା। ସେହି ସରକାରୀ ଚାକିରି ଖଣ୍ଡେ ପାଇଁ ନିଜକୁ ପ୍ରସ୍ତୁତ କରୁ କରୁ ହିଁ ଜୀବନ ଚାଲିଗଲା।

ଅଦ୍ୟତନ ହୋଇଛି

Home Guard
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ