""
ଓଡିଶା Videos କୁନିରାଣୀ କହୁଛି ସେ କରୁଣ କାହାଣୀ ଝିଅ ହୋଇ ନିଜ କାନ୍ଧରେ ପରିବରର ବୋଝ ଉଠାଉଥିଲା । ବାପା-ମା’ଙ୍କ ମୁହଁରେ ଦୁଇଓଳି ଦୁଇମୁଠା ଦାନା ଦେବାକୁ ଦାଦନ ଖଟୁଥିଲା । ହେଲେ ତାଲିମଲନାଡ଼ୁରେ କାମ ସାରି ବଜାରକୁ ଯିବାବେଳେ ଦୁର୍ଘଟଣା ସାରିଦେଲା ସବୁକିଛି । 09 Sep 2024 14:42 ISTPallipuspa Samal Follow UsWoman Meets With Tragic AccidentAdvertisment Read More Special Story